ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ-୨୦୨୦: ବେଙ୍ଗାଲୁରୁ ରହିବା ପାଇଁ ସବୁଠୁ ଭଲ ସହର

୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ଭୁବନେଶ୍ବର ଦ୍ବିତୀୟ, ଶ୍ରୀନଗର, ମୁଜାଫରପୁର ସବୁଠୁ ଖରାପ ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ଇଣ୍ଡେକ୍ସ ୨୦୨୦’ ପ୍ରକାଶ ପାଇଛି। ରହିବାପାଇଁ ସବୁଠୁ ଭଲ ସହର ସୂଚୀରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି। ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୪୯ ସହର ମଧ୍ୟରେ ବେଙ୍ଗାଲୁରୁ ରହିବାପାଇଁ ସବୁଠୁ ଭଲ ସହର ହୋଇଥିବା ‌ବେଳେ ପୁନେ ଦ୍ବିତୀୟ ସ୍ଥାନରେ ରହିଛି। ତେବେ ୧୦ … Continue reading ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ-୨୦୨୦: ବେଙ୍ଗାଲୁରୁ ରହିବା ପାଇଁ ସବୁଠୁ ଭଲ ସହର